ଶୋଇଥିବା ବେେଳେ ନିଆଁ ଲାଗି : ୪ ଗୁରୁତର

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟ ବଲଜିତ କୌର (୬୧), ତାଙ୍କର ବିଧବା ଝିଅ ମଞ୍ଜିତ କୌର (୩୬),…

ମାହାଙ୍ଗା ଡବଲ ମର୍ଡର ଘଟଣା; ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

କୁଆଁପାଳ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡିକୁ ସିଧାସଳଖ ଦାୟୀ କରୁଛନ୍ତି। ସରକାରଙ୍କ ଗାଦି ଟଳମଳ କରିବା ପାଇଁ କଳବଳ କୌଶଳ ଲଗାଇଥିବା ବେଳେ ହତ୍ୟାକାଣ୍ଡରେ ଅଉ ଜଣେ ଅଭିଯୁକ୍ତ ସୋମବାର ଗିରଫ…

+୩ ଶେଷ ବର୍ଷ ପାଠପଢା ଆରମ୍ଭ

ବାଙ୍କୀ: ମହାମାରୀ କରୋନା ପ୍ରଭାବରେ ସମଗ୍ର ଦେଶରେ ପାଠପଢା ସମ୍ପୂର୍ଣ୍ଣ ୯ମାସ ଧରି ବନ୍ଦ ରହିଥିଲା । ଏହା ପ୍ରଭାବରେ ସବୁ ବର୍ଗର ଛାତ୍ରଛାତ୍ରୀ ମାନେ ପାଠପଢାକୁ ନେଇ ଚିନ୍ତାରେ ଥିଲେ । ନିଜର ଭବିଷ୍ୟତ ପାଇଁ ଚିନ୍ତା ବଢିଥିଲା । କୋଭିଡ କଟକଣା କୋହଳ କରାଯାଇ ଜାନୁଆରୀ ମାସ ୮ତାରିଖ ଠାରୁ…

ସହାୟିକାକୁ ରାଜଧାନୀରେ ହତ୍ୟା କରି ଫିଙ୍ଗିଲେ ଗଞ୍ଜାମରେ

ଭଞ୍ଜନଗର: ବାଲେଶ୍ୱର ଯୁବତୀଙ୍କୁ ରାଜଧାନୀରେ ହତ୍ୟା କରାଯାଇଥିଲା । ଆଉ ତା’ପରେ ପ୍ରମାଣ ଲୁଚାଇବାକୁ ଯାଇ ଓଲା କାର ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳରେ ଫିଙ୍ଗି ଦିଆଯାଇଥିଲା ।ଆଜି ଏହି ହତ୍ୟା ମାମଲାର ପର୍ଦ୍ଧାଫାର୍ସ ହୋଇଛି । ଗଞ୍ଜାମ ପୁଲିସ ହତ୍ୟା ଅଭିଯୋଗରେ…

କନ୍ୟା ସନ୍ତାନ ଜନ୍ମ ଦେଲେ ଅନୁଷ୍କା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ରୋମାଞ୍ଚକ ଢଙ୍ଗରେ ସିଡ୍‌ନୀ ଟେଷ୍ଟକୁ ଡ୍ର କରିବା ପରେ ପୂରା କ୍ରିକେଟ ପ୍ରେମୀଙ୍କ ପାଖରେ ଆଉ ଗୋଟିଏ ଖୁସି ଖବର ପହଞ୍ଚିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଗୋଟିଏ କନ୍ୟା…

ହାଇକୋର୍ଟରେ ବଢ଼ୁଛି ମାମଲା; ବଢ଼ୁନି ବିଚାରପତିଙ୍କ ସଂଖ୍ୟା

କଟକ: ହାଇକୋର୍ଟରେ ବିଚାରଧୀନ ମାମଲା ହାର ବଢୁଥିବାବେଳେ ବଢୁନି ବିଚାରପତିଙ୍କ ସଂଖ୍ୟା। ଫଳରେ ବିଚାର ପ୍ରକ୍ରିୟା ତ୍ବରିତ ହୋଇ ନପାରିବାରୁ ମହକିଲଙ୍କୁ ଚିନ୍ତାରେ ଦିନ ବିତାଇବାକୁ ପଡୁଛି। ଆଜି ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ୬୭୪ ମାମଲା ବିଚାରାଧୀନ ରହିଛି। ହାଇକୋର୍ଟରେ…

ବିଚ୍‌ ରାସ୍ତାରେ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ: ବିଚ୍‌ ରାସ୍ତାରେ ଜଳିଗଲା ଯାତ୍ରୀବାହି ବସ୍‌, ଯାତ୍ରୀ ସୁରକ୍ଷିତ। କନ୍ଧମାଳ ଜିଲାର କ.ବାଲିଗୁଡ଼ା ଥାନା ଦାରିଙ୍ଗିବାଡ଼ି ଛକରେ ବସ୍‌ରେ ହଠାତ୍‌ ନିଆଁ ଲାଗିଗଲା। ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ବସ୍‌ରେ ଲାଗିଲା ନିଅଁା। ଜଳିଗଲା ବସରୁ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ…

ଗଣଶିକ୍ଷା ମନ୍ତ୍ରୀଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ବେଗୁନିଆ : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି କଳାହାଣ୍ଡି ଗସ୍ତ କରୁଥିବାବେଳେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନ ଥାଇ ଅଚାନକ ବେଗୁନିଆ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ମନ୍ତ୍ରୀ ପ୍ରଥମେ ବିଦ୍ୟାଳୟରେ ପହଞ୍ଚି ପରିସରରେ ଏକ ଚାରା ରୋପଣ କରିଥିଲେ ।…

ତିନି କୃଷି ଆଇନକୁ ସ୍ଥଜିତ ରଖିବାକୁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ କିଛି ଦିନ ପାଇର୍ ସ୍ଥଗିତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ଉଦେ୍ଧଶ୍ୟରେ କହିଛନ୍ତି ଯେ ଏହି ତିନି ଆଇନକୁ ତମେ…

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବିଚାରବିମର୍ଶ

ଆସନ୍ତା ୧୬ ତାରିଖରେ ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଅରମ୍ଭ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବିଚାରବିମର୍ଶ କରିବେ । ଏହି ଆଲୋଚନାରେ ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଟିକାକରଣ ପ୍ରସଙ୍ଗସ୍ଥାନ ପାଇବ । ଟୀକାକରଣ…