ଷ୍ଟାଣ୍ଡିଂ କମିଟି ‘ଛାଟ’: ଉପାନ୍ତରେ ସମସ୍ୟା ମାଳମାଳ
ଭୁବନେଶ୍ୱର: ବିକାଶ ଘଂଟ ପିଟା ଚାଲିଛି । ଅନ୍ୟ ରାଜ୍ୟ ସହ ତୁଳନାତ୍ମକ ବିକାଶରେ ଓଡ଼ିଶା ଆଗୁଆ କୁହାଯାଉଛି । ଏପରିକି ଓଡ଼ିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଅନ୍ୟ ରାଜ୍ୟଠାରୁ ଭିନ୍ନ, ଉନ୍ନତ ଓ ଉଦାହରଣୀୟ ବୋଲି ସରକାର ଉଲ୍ଲେଖ କରି ବାହାବା ନେଉଛନ୍ତି । ନିକଟରେ ସରକାରୀ ସ୍କୁଲରେ ପଢ଼ିଥିଲେ!-->…