ବେସାହାରା ମହିଳାଙ୍କ ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଜୀବନ
ଶାସନ ଓ ପ୍ରଶାସନର ଦୃଷ୍ଟି ପଡିବ କେବେ?
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା । ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକାଘର ଯୋଗେଇ ଦେବାକୁ ଘୋଷଣା କରିଛନ୍ତି ଏଥି ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ!-->!-->!-->…