ଭାରତ ଟିକାକୁ ଅପେକ୍ଷା କରିଛି ସମଗ୍ର ବିଶ୍ୱ

ଗୋଟିଏ ନୁହେଁ ଭାରତରେ ନିର୍ମିତ’ ଦୁଇଟି କରୋନା ଟିକା ଦ୍ୱାରା ମାନବସମ୍ପ୍ରଦାୟକୁ ବଞ୍ଚାଇବାକୁ ଭାରତ ପ୍ରସ୍ତୁତ ଏବଂ ସାରା ବିଶ୍ୱ ଏବେ ଏହାକୁ କେବଳ ଅପେକ୍ଷା କରିଛି । କେବଳ ଏତିକି ନୁହେଁ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମକୁ ସାରା ବିଶ୍ୱ ନିରିକ୍ଷଣ କରିବା ଅପେକ୍ଷାରେ ରହିଛି…

ଚତୁର୍ଥ ଟେଷ୍ଟ ଖେଳାଯିବା ନେଇ ଆଶଙ୍କା

ସିଡନୀ: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୪ର୍ଥ ମ୍ୟାଚ୍‌ ଆସନ୍ତା ୧୫ରୁ କୁଇନ୍‌ସଲାଣ୍ଡର ରାଜଧାନୀ ବ୍ରିସବେନ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବ୍ରିସବେନ୍‌ରେ କରୋନା ସଂକ୍ରମଣ ପୁନର୍ବାର…

ଜାତୀୟ ସଂହତି ଓ ଏକତାର ପ୍ରତୀକ ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି। ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର। ବିନ୍ଦୁ ସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ। ବିନ୍ଦୁ ସାଗର ଏକ ତୀର୍ଥ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ବର…

ଉତ୍ତରକାଶିରେ ଭୂକମ୍ପ

ଉତ୍ତରକାଶି : ଗୋଟିଏ ଦିନ ପୂର୍ବରୁ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଶନିବାର ଉତ୍ତରକାଶିରେ ଭୂକମ୍ପ ହୋଇଛି। ଶନିବାର ପୂର୍ବାହ୍ନ ୧୧ଟା ୨୭ ମିନିଟ୍‌ରେ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ଜୋରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର…

ପୁଲିସ ଉପରକୁ ବୋମାମାଡ଼

ଆଠଗଡ଼: କଟକ ଜିଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭୋଗ ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପୁଲିସ ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ପୁଲିସ କନେଷ୍ଟବଳ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ଦେଖାଯାଇଥିଲା।…

ମକର ସଂକ୍ରାନ୍ତି : କେବଳ ଦୀପ ଓ କଉଡି ଚମକାଇବ ଆପଣଙ୍କ ଭାଗ୍ୟ

ଶୁଭ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ରେ ପାଳନ କରାଯିବ। ଏହି ଦିନ କିଛି ବିଶେଷ ଉପାୟ ପାଳନ କରାଯାଏ। ଯାହା ଦ୍ୱାରା ଧନ,ସମ୍ପତ୍ତି,ମା’ଲକ୍ଷ୍ମୀଙ୍କ କୃପା ଓ ସଫଳତା ମିଳିଥାଏ। ଜାଣନ୍ତୁ…..ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ୧୪ଟି ସ୍ୱଚ୍ଛ କଉଡି ନିଅନ୍ତୁ।ଏହାକୁ କେଶର ମିଶ୍ରିତ ଖିରରେ…

ଭାରତ ସୀମାରୁ ଚୀନ୍ ସୈନିକ କାବୁ

ନୂଆଦିଲ୍ଲୀ : ପୁନର୍ବାର ଲଦାଖରେ ଚୀନର ଜଣେ ସୈନିକ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ  ଚୀନର ଜଣେ ସୈନିକ ବୁଲୁଥିବା ବେଳେ ଭାରତୀୟ ସେନାମାନଙ୍କ ଦ୍ବାରା ଧରାପଡିଛି। ଅଟକ ରଖି ପଚରାଉଚରା ଜାରି ରହିଛି। ରାସ୍ତା ଭୁଲି ଭାରତ ସୀମାରେ ବୁଲୁଥିବା ଅଟକ ଚୀନ ସୈନିକ…

ହ୍ବାଟସଆପର ନୂଆ ନିୟମ ପାଇଁ ସିଗନାଲ୍ ଆପର ଡାଉନଲୋଡ ବୃଦ୍ଧି

ଫେସବୁକ୍ ମାଲିକାନା ମଲ୍ଟିମିଡ଼ିଆ ମେସେଜିଂ ଆପ୍ ହ୍ବାଟସଆପ୍ ଫେବୃଆରୀ ୮ରୁ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି। ଯାହା ଅନୁଯାୟୀ ହ୍ବାଟସ ଆପ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ପାର୍ଟନର କମ୍ପାନୀ ସହ ସେୟାର କରାଯିବ। ବିଶେଷଜ୍ଞମାନେ ନୂତନ ହ୍ବାଟସଆପ୍ ନିୟମ ଦ୍ବାରା…

ୱାର୍ଡ ପରିକ୍ରମା-ନଂ ୨୮: ରାସ୍ତା ମରଣଯନ୍ତା, ନାହିଁ ପୋଷ୍ଟ ଅଫିସ୍‍

ଉତ୍ତରଭୁବନେଶ୍ୱର : ଦୁଇ ବର୍ଷ ହେବ ପୌର ପରିଷଦ ଭଙ୍ଗାଯାଇଛି। ଉନ୍ନୟନ କାମର ଲଗାମ ରହିଛି ପ୍ରଶାସନିକ ଅଧିକାରୀଙ୍କ ହାତରେ। ଫଳରେ ଉନ୍ନୟନ କାମ ବାଧାପ୍ରାପ୍ତ ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଯୋଗ ହୋଇଛି। ବିଏମ୍‌ସି ୨୮ନଂ ୱାର୍ଡର ଅନେକ କାର୍ଯ୍ୟ ଏବେବି…

ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍

ଭୁବନେଶ୍ୱର: ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍ । ପ୍ରଥମ ଦିନରେ ଅଧିକାଂଶ ହଲ୍ ଫାଙ୍କା ରହିଥିବାର ଦେଖିବାକୁ ମିଳିଥିଲା । ତେବେ କୋଭିଡ ଯୋଗୁ ଏବେ ୫୦ ପ୍ରତିଶତ ଦର୍ଶକଙ୍କ ପାଇଁ ମାର୍ଗନର୍ଶିକା ଥିବା ବେଳେ ସେତିକି ବି ଦର୍ଶକ ହେଲେନି । ପ୍ରଥମ ଶୋ’ ରେ ଅନ୍ୟ ଅନ୍ୟ ଶୋ’…