ଆଜିଠୁ ଦଶମ ଓ ଦ୍ବାଦଶ ସ୍କୁଲ
ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୯ ମାସ ପରେ ଆସନ୍ତାକାଲି (ଶୁକ୍ରବାର)ଠାରୁ ୮ ହଜାର ବିଦ୍ୟାଳୟ ଓ ୨ ହଜାର ୩୨ କନିଷ୍ଠ ମହାବିଦ୍ୟାଳୟ ଖୋଲିବ। ମାର୍ଚ୍ଚରୁ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପାଠପଢା ସ୍ବାଭାବିକ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ତତ୍ପରତା ପ୍ରକାଶ!-->…