ଅଣ୍ଡା ଓ ମାଂସ ଖାଇବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି । ହେଲେ ଏଥିରେ ବ୍ୟସ୍ତ ନ ହେବାକୁ କେନ୍ଦ୍ର ପଶୁ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଆଭିଆନ ଏନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ ବର୍ତିବାକୁ ହେଲେ କଣ କରିବାକୁ ହେବ । ବାର୍ଡ ଫ୍ଲୁ ଭିତରେ ମଧ୍ୟ ଦେଶବାସୀ!-->…