କେରଳ, ହିମାଚଳକୁ ଡେଇଁଲା ବାର୍ଡ ଫ୍ଲୁ
ତିରୁଅନନ୍ତପୁରମ୍/କାଙ୍ଗଡ଼ା : ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ କେରଳରେ ପହଞ୍ଚିଛି ବାର୍ଡ ଫ୍ଲୁ। ଆଲ୍ଲାପୁଜା ଓ କୋଟ୍ଟାୟମ ଜିଲାରେ ଏହା ବ୍ୟାପିଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବା ସହ ନମୁନା ସଂଗ୍ରହ!-->…