ନୂଆବର୍ଷରେ ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍
ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ଲୁକ୍ରେ ଆସିଛନ୍ତି ଅଗ୍ନିଶମ ବାହିନୀ । ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍ । ପରୀକ୍ଷାମୂଳକ ଭାବେ କଟକ- ଭୁବନେଶ୍ୱରରେ ଥିବା ସମସ୍ତ ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବା ବେଳେ ବ୍ୟବହାର କରିବେ ଏକ ସ୍ୱତନ୍ତ୍ର ଧରଣର ପୋଷାକ । ଏହି ନୂଆ ପୋଷାକକୁ!-->…