ଏପାଖେ କୃଷକ, ସେପାଖେ ସରକାର – ଚାଲିଛି ଷଷ୍ଠ ପର୍ଯ୍ୟାୟ ଆଲୋଚନା
କୃଷି ଆଇନକୁ ବିରୋଧ କରୁଥିବା କୃଷକ ଏବଂ ସରକାରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ବୁଧବାର ଅପରାହ୍ନରେ ଆରମ୍ଭ ହୋଇଛି। ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା ଆଲୋଚନା ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ ନିଷ୍କର୍ସ ବାହାରି ପାରିନାହିଁ। କୃଷକ ସଂଗଠନର ପ୍ରତିନିଧିମାନେ ୩ଟି କୃଷି!-->…