ବକ୍ସିଂ ଡେ’ ଟେଷ୍ଟ୍ : ଅଧିନାୟକ ରାହାଣେଙ୍କ ଦମ୍ଦାର ଶତକ, ମଜଭୁତ୍ ସ୍ଥିତିରେ ଭାରତ
ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ଶନିବାର ଠାରୁ ଆରମ୍ଭ ଖେଳା ଯାଉଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଭାରତ ଦୃଢ ସ୍ଥିତିରେ ରହିଛି। ଗତକାଲି ପ୍ରଥମ ଦିନର ଅଷ୍ଟ୍ରେଲିଆକୁ ୧୯୫ ରନ୍ରେ ଅଲ୍ଆଉଟ କରି ପ୍ରଥମ ଇନିଂସ ଖେଳୁଥିବା ଭାରତ କାଲି ଖେଳ ଶେଷ!-->…