ସୁରେଶ ମହାପାତ୍ର ହେଲେ ମୁଖ୍ୟ ସଚିବ
ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍ ଅଫିସର ତଥା ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତୀ ମୁଖ୍ୟ ଶାସନ ସଚିବ ହେବେ । ଆଜି ସରକାରୀ ଭାବେ ତାଙ୍କର ନାମ ଘୋଷଣା ହୋଇଛି । ଆହୁରି ମଧ୍ୟ ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ବ୍ୟତୀତ ମୁଖ୍ୟ ଉନ୍ନୟନ କମିସନର ଭାବେ ମଧ୍ୟ ଦାୟିତ୍ୱ!-->…