ବୃଦ୍ଧକାଳରେ ବାଲ୍ୟବନ୍ଧୁଙ୍କୁ ମାରିଦେଲେ
ରେଢ଼ାଖୋଲ : ଦୁହିଁଙ୍କ ବୟସରେ ଗୋଟିଏ ବର୍ଷର ପାର୍ଥକ୍ୟ ଥିଲା। ହେଲେ ଦୁହେଁ ଥିଲେ ବନ୍ଧୁ। ଛୁଆ ବେଳୁ ଦୁହେଁ ଭଲ ବନ୍ଧୁ ଥିଲେ। କିନ୍ତୁ ବୃଦ୍ଧାବସ୍ଥାରେ ଜଣେ ଆଉ ଜଣଙ୍କୁ ଶାବଳରେ ଆକ୍ରମଣ କରି ମାରି ଦେଲେ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ!-->…