ଉପଜିଲ୍ଲାପାଳଙ୍କ ଅଚାନକ ମହତାବ ହାଇସ୍କୁଲ ପରିଦର୍ଶନ
ଚମ୍ପୁଆ : ଆଜି ପୂର୍ବାହ୍ନରେ ସ୍ଥାନୀୟ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀ ସଦର ମହକୁମାରେ ଅବସ୍ଥିତ ସର୍ବପୁରାତନ ମହତାବ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିବା ଜଣାପଡିଛି । ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷାର ଉନ୍ନତିକରଣ ନିମନ୍ତେ ୫ଟି ଯୋଜନାରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇ!-->…