୧୦୬ ପୃଷ୍ଠାର ବୁକଲେଟ୍: ଚାଷୀଙ୍କୁ ମନେଇବାକୁ ଆଉଥରେ ପ୍ରୟାସ
ନୂଆଦିଲ୍ଲୀ: ବୁଧବାର ସରକାରଙ୍କ ପ୍ରସ୍ତାବକୁ ଆଗ୍ରାହ୍ୟ ଚାଷୀ । ଏହାପରେ ଡିସେମ୍ବର ୧୨, ୧୪ରେ ଆନେ୍ଦାଳପକୁ ତିବ୍ର କରିବେ ବୋଲି ଚାଷୀ ସଂଘ ଆହ୍ୱାନ ଦେଇଛନ୍ତି । ତେବେ ଏହା ଭିତରେ ନୁଣିଥରେ ଚାଷୀଙ୍କୁ ମନେଇବା ପାଇଁ ସରକାର ପ୍ରୟାସ କରିଛନ୍ତି । ଏଥିପାଇଁ ୧୦୬ ପୃଷ୍ଠାର ଏକ ବୁକ୍ଲେଟ!-->…