ଉପବାସରେ ବସିଲେ ଆନ୍ନା ହାଜାରେ
ନୂଆଦିଲ୍ଲୀ: ଚାଷୀ ଆନେ୍ଦାଳନକୁ ସମର୍ଥନ କରି ଦିନିକିଆ ଉପବାସରେ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ଆନ୍ନା ହାଜାରେ । ଆଜି ସେ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ଏହି ଆନେ୍ଦାଳନ ସମଗ୍ର ଦେଶରେ ବ୍ୟାପିବା ଉଚିତ୍ । ଏମିତି ହେଲେ ସରକାର ଚାଷୀଙ୍କ ସ୍ୱାର୍ଥରେ ଆଇନ ତିଆରି!-->…