ରାୟଗଡାରୁ ୨ ପଜିଟିଭ ଚିହ୍ନଟ
ରାୟଗଡା - ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିର ରହିଛି । ରବିବାର ଜିଲ୍ଲାରୁ ୨ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨ ପଜିଟିଭଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଚିହ୍ନଟ ହୋଇଥିବା ୨ ପଜିଟିଭ୍ ରାୟଗଡା ପୌରାଚଂଳର । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୮୩୧୭ ଜଣ!-->…