୨୦୨୧ ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦କୋଟିରୁ ଅଧିକ କରୋନା ଟିକା – ହୁ

ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‍ କହିଛନ୍ତି। ଜେନେଭା ନ୍ୟୁଜ୍‍ କନ୍‍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା

ଆଖି ବୁଜିଲେ ଆଉ ୭କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରନ୍ତଙ୍କ ମୃ୍ତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିଭଳି ଗତକାଲି ଦେଖିବାକୁ ଗଲେ ୬ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୪ ଘଂଟା ମଧ୍ୟରେ ୭ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ

ରାଜ୍ୟରେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଆକ୍ରନ୍ତଙ୍କ ସଂଖ୍ୟା ଦୈନିକ ପାଉଥିବା ଦେଖାଯାଉଛି । ୨୪ ଘଂଟାରେ ଚିହ୍ନଟ ହେଉଥିବା ଆକ୍ରନ୍ତଙ୍କ ସଂଖ୍ୟା ୪୦୦ ମଧ୍ୟରେ ସୀମିତ ରହିଛି । ଏବେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧ କେନ୍ଦ୍ରରୁ ୨୧୨, ସ୍ଥାନୀୟ ଅଂଚଳରୁ

ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ

ଦେବଗଡ: ଦେବଗଡ ଜିଲ୍ଲା ବିରିଆମବ ନାଳରେ ପଡି ମାଈ ହାତୀଟି ଗୁରୁତର ଆହତ ହୋଇଥିଲା । ଏହାପରେ ହାତୀଟିକୁ ଉଦ୍ଧାର କରି ଚିକିତ୍ସା କରାଯାଉଥିଲା ହେଲେ ଆଜି ସକାଳୁ ହାତଦୀଟି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ସୂଚନାଅନୁଯାୟୀ ପ୍ରାୟ ଏକ ସପ୍ତାହ ହେବ ଡାକ୍ତରୀ ଦଳ ହାତୀଟିର

ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦ୍‍ଘାଟନ କରିବେ। ଏହି ଉତ୍ସବରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍‍ ସିଂହ ପୁରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଉଚ୍ଚପଦସ୍ଥ

ମହାକାଶ କୁ ଗଲେ ୪୦ ମୂଷା

କେପ୍ କାନାଭେରାଲ୍: ସ୍ପେଶ ଏକ୍ସ ତା’ର ଡ୍ରାଗନ ଶିପ୍‌ରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ(ଆଇଏସଏସ)କୁ ଖ୍ରୀଷ୍ଟମାସ ଗିଫ୍ଟ ପଠାଇଛି। ଏହାପୂର୍ବରୁ ସ୍ପେଶ ଏକ୍ସ ମଧ୍ୟ ଡ୍ରାଗନ ଶିପ ମହାକାଶକୁ ପଠାଇଥିଲା। ଏହାର ଅର୍ଥ ପ୍ରଥମଥର ପାଇଁ ଅରବିଟ୍‌ରେ ଦୁଇଟି ଡ୍ରାଗନ ଏକାଠି ହେବାକୁ ଯାଉଛନ୍ତି। ଗିଫ୍ଟ

ଅନୀଲ VS ଅନୁରାଗ, ଟ୍ୱିଟରରେ ଚାଲିଛି ଯୁଦ୍ଧ

ମୁମ୍ବାଇ: ବିଭିନ୍ନ ସମୟରେ ବଲିଉଡ ସେଲିବ୍ରିଟିମାନେ ସୋଶାଲ ମିଡିଆରେ ନିଜ ନିଜ ମତ ରଖିଥାନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ କଥା କଟାକଟି ମଧ୍ୟ ହୁଏ । ନିକଟରେ କଙ୍ଗନା ରଣାୱତ ଏବଂ ଦିଲଜିତ ଦୋସାଞ୍ଜଙ୍କ ମଧ୍ୟରେ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟ ୱାର ଚାଲିଥିଲା । ଏବେ

ଗୁଳି ବିନିମୟ ପରେ ଦିଲ୍ଲୀରୁ ଧରାପଡ଼ିଲେ ୫ ସନ୍ଦିଗ୍ଧ ଆତଙ୍କୀ

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କରୁଥିବା ଆଉ ଏକ ଷଡ଼ଯନ୍ତ୍ର ଧରାପଡ଼ିଛି। ଆଜି ଦିଲ୍ଲୀ ପୁଲିସ୍‌ ସହ ଗୁଳି ବିନିମୟ ପରେ ଗିରଫ ହୋଇଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି। ଆଇଏସଆଇ ନିର୍ଦ୍ଦେଶରେ ସେମାନେ ଦିଲ୍ଲୀରେ

ସିଜରିଆନ ପାଇଁ ସରକାରୀ ଡାକ୍ତରଖାନାରେ ଲାଞ୍ଚ

ପୁରୀ : ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏହାର ଓଲଟା ଚିତ୍ର କିନ୍ତୁ ଦେଖିବାକୁ ମିଳିଛି ପୁରୀ ସରକାରୀ ଡାକ୍ତରଖାନାରେ। ସିଜରିଆନ ନିମନ୍ତେ ଜଣେ ପ୍ରସୂତିଙ୍କ ସମ୍ପର୍କୀୟଙ୍କ ନିକଟରୁ ଡାକ୍ତରଖାନା କର୍ମଚାରୀ ୨୨ ଶହ ଟଙ୍କା ଲାଞ୍ଚ

‘କୋଭିସିଲ୍ଡ’ର ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ବ୍ରିଟିଶ ଫାଇଜର୍‌ ପରେ ଏବେ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଭାରତରେ କରୋନା ଟିକା ‘କୋଭିସିଲ୍‌ଡ’ର ବ୍ୟବହାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛି। ଜରୁରିକାଳୀନ ଉପଯୋଗ ପ୍ରାଧିକରଣ ଅଧୀନରେ କମ୍ପାନୀ ଏହି ଅନୁମତି ମାଗିଛି। ତେବେ ଏପରି ଆବେଦନ କରିବାରେ