ଟ୍ବେଣ୍ଟି ୨୦ ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ, ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି
ସିଡ୍ନୀ: ୨ୟ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। କ୍ରମାଗତ ୨ଟି ବିଜୟ ପରେ ଭାରତୀୟ ଖେଳାଳି ଅତ୍ୟନ୍ତ ଉତ୍ସାହିତ ମନେ ହେଉଛନ୍ତି। ୨ୟ ଟ୍ବେଣ୍ଟି୨୦ ଜିତି ସିରିଜ୍ ହାତେଇବା ସହ ଦିନିକିଆ ସିରିଜ୍ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରୟାସ କରିବ। ଆହତଗତ!-->…