ଦିଲ୍ଲୀରେ କୃଷକ ଆନ୍ଦୋଳନ, ଉତ୍ତରପ୍ରଦେଶରେ କ୍ଷେତ ସମ୍ଭାଳୁଛନ୍ତି ମହିଳା
ମିରଟ୍ : ଦିଲ୍ଲୀରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜ୍ୟରୁ କୃଷକମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି ଏବଂ ଆନ୍ଦୋଳନ କରୁଛନ୍ତି। ଉତ୍ତରପ୍ରଦେଶରୁ କୃଷକମାନେ ବି ଦିଲ୍ଲୀରେ ଡେରା ପକାଇଛନ୍ତି। ଏହା ଫସଲ ଅମଳ ପାଇଁ ଉତ୍କୃଷ୍ଟ ସମୟ। କିନ୍ତୁ ଚାଷୀମାନେ ଆନ୍ଦୋଳନ କରିବା!-->…