କୃଷକ ପ୍ରତିନିଧି-ସରକାର ଆଲୋଚନା ଆରମ୍ଭ
ନୂଆଦିଲ୍ଲୀ: କୃଷି ଆଇନ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଗୁରୁବାର ୮ମ ଦିନ ପାଇଁ ଚାଷୀମାନେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି। ସରକାର ଏବଂ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଗତ ଥର ହୋଇଥିବା ଆଲୋଚନା ବିଫଳ ହେବା ପରେ ଗୁରୁବାର ପୁଣି ଥରେ ବୈଠକ ଆରମ୍ଭ ହୋଇଛି। ଆଲୋଚନାରେ!-->…