୧୨ ଘଣ୍ଟା ବନ୍ଦ ରହିବ ଏହି ସହର
ବୀରମିତ୍ରପୁର: ଗତ ୧୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ହାଜତରେ ତାରିକ୍ ସଲିମ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଲୋକେ ସିଧାସଳଖ ପୁଲିସ୍କୁ ଦାୟୀ କରିଥିଲେ। ନ୍ୟାସନାଲ ହ୍ୟୁମ୍ୟାନ୍ ରାଇଟସ୍!-->…