ସର୍ବନିମ୍ନ ସ୍ତରରେ ପଜିଟିଭଙ୍କ ସଂଖ୍ୟା ; ନୂଆ ଚିହ୍ନଟ ଆକ୍ରାନ୍ତ ୪୩୪

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଆଉ ନୂଆ ଆକ୍ରାନ୍ତ ୪୩୪ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚିଛି। ୩,୧୩,୩୯୪ ସୁସ୍ଥ ହୋଇ

ଅପମିଶ୍ରଣ ପ୍ରତି ସାବଧାନ

ଓଡିଶାର ବାଣଜି୍ୟକ ପେଣ୍ଠ, ସାଂସ୍କୃତିକ ପ୍ରାଣ କେନ୍ଦ୍ର, ସହସ୍ର ବର୍ଷର ଐତିହ୍ୟ ପୁର୍ଣ୍ଣ ସହର କଟକରେ ଗୋଟିଏ ପରେ ଗୋଟିଏ ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଜବତ ସହରର ଯଶ, ଖ୍ୟାତିକୁ କେବଳ କଳଙ୍କିତ କରିନାହିଁ, ମଣିଷର ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି ବୋଲି

ଦୋକାନ ଆଗରୁ ଟ୍ରକ ଚୋରୀ

ଚମ୍ପୁଆ: ବହୁ ଦିନ ହେବ ଦୋକାନ ଆଗରଛିଡାହୋଇ ଥିବା ଏକ ୧୦ ଚକିଆଟ୍ରକଚୋରୀହୋଇ ଥିବାନେଇ ଟ୍ରକ ମାଲିକ ରିମୁଳୀ ଫାଣ୍ଡିିକୁ ଅଭିଯୋଗ କରିବାକୁ ଆସି ଥିଲେ । ଫାଣ୍ଡି ଅଧିକାରୀ ଅଭିଯୋଗ ନ ରଖିବାରୁ ଚଂ୍ପୁଆ ଥାନାରେ ଅଭିଯୋଗକୁ ଦେଇ ଥିବା ଜଣାଯାଇଛି । ଚମ୍ପୁଆ ଥାନାଅନ୍ତର୍ଗତ ପର୍ଶଳା ଗ୍ରାମର

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ବୈଠକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ସରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରାଉତରାୟ କହିଥିଲେ ଯେ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପୁନଃ

ପରୀ ହତ୍ୟାକାରୀଙ୍କୁ ଗିରଫ ଦାବି ଯୋର ଧରିଲା

ଭୁବନେଶ୍ୱର: ଦୀର୍ଘ ସାଢେ ଚାରିମାସର ଅବିଶ୍ରାନ୍ତ ଲଢେଇ, ବିଭିନ୍ନ ସାମାଜିକ କର୍ମୀମାନଙ୍କର ଲଗାତର ଆନେ୍ଦାଳନ, ପରୀ ବାପାମାଆଙ୍କର ନ୍ୟାୟ ପାଇଁ ବାରମ୍ବାର ପୋଲିସ୍ ପ୍ରଶାସନ ନିକଟରେ ଅଭିଯୋଗ, ସର୍ବଶେଷରେ ବିଧାନସଭା ସମ୍ମୁଖରେ ବାପାମାଙ୍କ ଆତ୍ମହୁତି ପାଇଁ ପଦକ୍ଷେପ ନେବା ଏବଂ

୩ ଦିନିଆ ରିମାଣ୍ଡରେ ଯିବେ ଅଭୟ ପାଠକ

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଗିରଫ ଅଭୟପାଠକଙ୍କୁ ଭିଜିନ୍ସଲ ଏସଆଇଟି ୩ ଦିନିଆ ରିମାଣ୍ଡରେ ନେବ । ଏଥି ପାଇଁ ସ୍ୱତନ୍ତ୍ର ଭିଜିନ୍ସଲାସ ଅଦାଲତ ଅନୁମତି ଦେଇଛନ୍ତି । ତାଙ୍କୁ ଅଧିକ ଜେରା କରିବା ପାଇଁ ଏସଆଇଟି ରିମାଣ୍ଡ ଆବେଦନ କରିଥିଲେ । ଏସ୍ଆଇଟି ଏକ ଟିମ୍

ଦେଶରେ ୩୭,୬୦୪ ନୂଆ ଆକ୍ରାନ୍ତ: ୫୦୧ ମୃତ

ନୂଆଦିଲ୍ଲୀ: ଦେଶରେ କ୍ରମଶ କରୋନା ସଂକ୍ରମଣ ହ୍ରାସପାଉଥିଲା ବେଳେ ଆଜି ଦିନକରେ ୩୭ ହଜାର ୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା । ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ

୯ ମାସରେ ରାଜ୍ୟରେ ୬୭୦୬ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର ଏହି ନଅ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୬୭୦୬ଟି ସଡ଼କ ଦୁର୍ଘଟଣା ଘଟିଥିବା କଥା ‘ସୁପ୍ରିମକୋର୍ଟ କମିଟି ଅନ୍ ରୋଡ ସେଫ୍ଟି’ରେ ଉଲ୍ଲେଖ କରାଯାଇଛି । ଏହିସବୁ ସଡ଼କ ଦୁର୍ଘଟଣାରେ ୩୧୯୭ ଜଣ ପ୍ରାଣ ହରାଇଥିବା ବେଳେ ୬୨୦୭ ଜଣ ଆହତ ହୋଇଛନ୍ତି ।

ହାତ ଟେକିଦେଲେ ସରକାର: କହିଲେ-ସ୍କୁଲ ଫି’ ଉପରେ ଆମର କୌଣସି କର୍ତ୍ତୃତ୍ୱ ନାହିଁ

କଟକ : ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ସ୍କୁଲ ଫି’ ଉପରେ କୌଣସି କର୍ତ୍ତୃତ୍ୱ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ରାଜ୍ୟ ସରକାର। ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ଆମର ପଲିସି ନାହିଁ କହିଲେ ସରକାର। ପଞ୍ଜାବ ଓ ହରିୟାଣା

ଭଙ୍ଗାଯିବ ଏସ୍‌ସିବି ମେଡିକାଲ୍‌ ପବ୍ଲିକ ସ୍କୁଲ

କଟକ : କଟକ ଏସ୍‌ସିବି ମେଡିକାଲ୍‌ ପରିସରରେ ଥିବା ଏସ୍‌ସିବି ମେଡିକାଲ୍‌ ପବ୍ଲିକ ସ୍କୁଲ ଭଙ୍ଗାଯିବ। ଆଉ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତରିତ କରାଯିବ। ଏସ୍‌ସିବି ମେଡିକାଲ ସଂପ୍ରସାରଣ କାର୍ଯ୍ୟ ପାଇଁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।