୪ ବର୍ଷ ଶିଶୁର ଜୀବନ ନେଲା ବେଲୁନ୍
ମୁମ୍ୱାଇ: ୪ ବର୍ଷ ଶିଶୁର ଜୀବନ ନେଲା ବେଲୁନ୍। ରବିବାର ମୁମ୍ୱାଇର ଅନ୍ଧେରୀରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁଟିର ନାମ ଦେବରାଜ ବୋଲି ଜଣାପଡ଼ିଛି। ଦୁଇ ଭାଇ ଭଉଣୀ ଖେଳୁଥିବା ବେଳେ ଦେବରାଜ ପାଟିରେ ବେଲୁନ୍ ପୁରାଇ ଦେଇଥିଲା। ପରେ ଏହା ତଣ୍ଟି ଭିତରକୁ ଯିବା ପରେ ଅଣ ନିଃଶ୍ୱାସୀ ହୋଇ!-->…