ରାଜ୍ୟରେ କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଦିନକରେ ୪୮୦ ଆକ୍ରାନ୍ତ ଚିହ୍ନଟ, ୬ ମୃତ
ଭୁବନେଶ୍ବର : ନଭେମ୍ବର ମାସରେ ଶୀତ ପଡିବ । କରୋନା ମହାମାରୀ ତାର ପ୍ରଭାବ ଅଧିକ ଦେଖାଇବ। ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ଯେଉଁ ଆକଳନ କରୁଥିଲେ ତାହା ଭୁଲ ପ୍ରମାଣିତ ହୋଇଛି। ନଭେମ୍ବରରେ ରାଜ୍ୟରେ ସଂକ୍ରମଣ ଯେଉଁ ହାରରେ କମିଛି ସେଥିରୁ ଜଣାପଡୁଛି ଯେ କରୋନା ମହାମାରୀ!-->…