ପରୀ ହତ୍ୟାକାଣ୍ଡ : ନୟାଗଡ଼ ଯଦୁପୁରରେ ଏସ୍ଆଇଟି ମୁଖ୍ୟ ଅରୁଣ ବ୍ରୋଥା
ନୟାଗଡ : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ନୟାଗଡ଼ ଗସ୍ତରେ ଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁରେ ପହଞ୍ଚିଛନ୍ତି। ଅରୁଣ ବ୍ରୋଥାଙ୍କ ସହ ଏସ୍ଆଇଟିର ୪ ଜଣିଆ ଟିମ୍ ପରୀର ଗାଁ ଯଦୁପରରେ ପହଞ୍ଚି ପାରିପାଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏଥି ସହ!-->…