ଶୁଣିଲେନି ଦିବ୍ୟ ଶଙ୍କର
ଭୁବନେଶ୍ୱର : ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କିଛି ଦିନ ତଳେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବା କୁଜଙ୍ଗ ଅଞ୍ଚଳର ମାଆ-ପୁଅ। ସାମ୍ବାଦିକ ସମ୍ମିଳନୀ କରି ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଉଭୟ କହିଛନ୍ତି,!-->…