ପ୍ରଥମ ଭାରତୀୟ ଭାବେ ‘BATA’ର ସିଇଓ ହେଲେ ସନ୍ଦୀପ କାଟାରିଆ
ମୁମ୍ବାଇ: ଅନ୍ତର୍ଜାତୀୟ ଜୋତା କମ୍ପାନୀ ‘ବାଟା’ ସନ୍ଦୀପ କାଟାରିଆଙ୍କୁ ତା’ର ଗ୍ଲୋବାଲ୍ ସିଇଓ ଭାବେ ନିଯୁକ୍ତ ଦେଇଛି। ଏଥିସହ ୧୨୬ ବର୍ଷର ଇତିହାସରେ ପ୍ରଥମଥର କୌଣସି ଭାରତୀୟଙ୍କୁ ଗ୍ଲୋବାଲ୍ ଅପରେସନର ଦାୟିତ୍ୱ ପ୍ରଦାନ କରାଯାଇଛି। ୪୯ ବର୍ଷୀୟ ସନ୍ଦୀପ ଏବେ ଆଲେକ୍ସିସ୍ ନାସାର୍ଡଙ୍କ ସ୍ଥାନ!-->…