ପାଠକ ଠକେଇର ତଦନ୍ତ ଆରମ୍ଭ

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ତନାଘନା ଭୁବନେଶ୍ୱର: କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଏବେ ଜେଲ୍ରେ ଥିବା ବରିଷ୍ଠ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତି ତଥା ଠକେଇ କାରନାମା ନେଇ ଦିନକୁ ଦିନ ନୂଆ ତଥ୍ୟମାନ

ସୋନପୁର ସବୁଠୁ ଥଣ୍ଡା

ଭୁବନେଶ୍ୱର: ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍ ତଳକୁ ଖସି ଯାଇଥିବାରୁ ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି । ଗତ ରାତିରେ ସର୍ବନିମ୍ନ ୯ଡିଗ୍ରି ସେଲସିୟସ୍ ତାପମାତ୍ରା ଥାଇ ସୋନପୁର ସବୁଠୁ ଶୀତଳ ଅଞ୍ଚଳ ହୋଇଥିବା ବେଳେ ଦାରିଙ୍ଗବାଡିରେ ୯.୫ ଡିଗ୍ରି ଏବଂ ଅନୁଗୁଳରେ ୧୦.୬

ଦେବ ଦୀପାବଳିରେ ଗଙ୍ଗାଘାଟରେ ଜଳିବ ରେକର୍ଡ ୧୧ ଲକ୍ଷ ଦୀପ

ବାରଣାସୀ: ଅଯୋଧ୍ୟରେ ଦୀପାବଳି ପରେ ବାରଣାସୀରେ ଦେବ ଦୀପାବଳିର ଆୟୋଜନ କରିଛନ୍ତି ଉତରପ୍ରଦେଶ ସରକାର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଯାଉଛନ୍ତି । କୁହାଯାଉଛି, ଦେବ ଦୀପାବଳିରେ ବାରଣାସୀରେ ୧୧ ଲକ୍ଷ ଦୀପ ଜଳାଯିବ । ଏଥିପାଇଁ ସମସ୍ତ ପ୍ରକାରର ଭବ୍ୟ ଆୟୋଜନ

ବିଜେଡି ଇତିହାସ- ଚରିତ୍ର ସଂଖ୍ୟା ବୃଦ୍ଧି

ବିଜୁ ଜନତା ଦଳ (ବିଜେଡି) ଗଠନ ହେବା ପରଠାରୁ ଏହାର ନେତତ୍ୱ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ହାତରେ ରହି ଆସିଛି । ଦଳର ନିରଙ୍କୁଶ ନେତା ଭାବେ ସେ ଯେ, କେବଳ ସ୍ୱୀକୃତି ଲାଭ କରିଛନ୍ତି, ତାହା ନୁହେଁ, ନିଜର ସାଧାସିଧା ଚଳଣି ଓ ରାଜ୍ୟ ବାସୀଙ୍କ

କୋଭିସିଲ୍ଡ ଟିକାକୁ ନେଇ ସ୍ବେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା

ଚେନ୍ନଇ : କୋଭିଡ୍‌ ଟିକା କୋଭାସିଲ୍ଡକୁ ନେଇ ଅଭିଯୋଗ ଆଣିଥିବା ଜଣେ ସ୍ବେଚ୍ଛାସେବୀଙ୍କ ବିରୋଧରେ ୧୦୦କୋଟିର ମାନହାନୀ ମକଦ୍ଦମା ରୁଜୁ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ମାନହାନୀ ମକଦ୍ଦମା ରୁଜୁ କରାଯାଇଛି। କରୋନା ଟିକା କୋଭାସିଲ୍ଡର ମାନବ ପରୀକ୍ଷଣରେ ଭାଗ ନେଇଥିବା ଜଣେ

ମାଲକାନଗିରି ଜିଲ୍ଲାରେ ଧାନମଣ୍ଡିର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ଜିଲାରେ ସୋମବାର ଦିନ ଧାନମଣ୍ଡିର ଶୁଭାରମ୍ଭ ହୋଇ ଯାଇଛି। ଏହି ଅବସରରେ ଜିଲାପାଳ ଓଆଇ ବିଜୟ ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ରାମେଶ୍ୱର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର

ଶିବସେନାରେ ଯୋଗଦେବେ ଉର୍ମିଳା

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ମଙ୍ଗଳବାର ଶିବସେନାରେ ଯୋଗଦେବେ। ସେ ୨୦୧୯ରେ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପରେ ଦଳ ଛାଡିଥିଲେ। ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଝାଲିଆପଡ଼ା ନାଳ ନିକଟକୁ ଶୌଚ ପାଇଁ ଯାଇଥିବା ସମୟରେ ଆଜି ସକାଳ ସାଢେ଼ ୫ ଟା ସମୟରେ ଜଣେ ବ୍ୟକ୍ତି ଭାଲୁ କାମୁଡ଼ା ରେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ଝାଲିଆପଡ଼ାର ଅନ୍ତର୍ୟ୍ୟାମୀ ମହାନ୍ତ(୫୦) ବୋଲି ଜଣାପଡିଛି। ପାଟଣା

କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଡିସେମ୍ବର ୪ରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଆସନ୍ତା ୪ ତାରିଖରେ ଗୃହର ସବୁ ଦଳର ପ୍ରତିନିଧିଙ୍କ ସହ ମୋଦି ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ କରି

ଅଲିମ୍ପିଆ ଫିଲ୍ମୋତ୍ସବରେ ଜିତେନ୍ଦ୍ରଙ୍କ ‘ହ୍ୟୁମେନ ଓକ’

ଟିଟିଲାଗଡ଼: ଚଳଚ୍ଚିତ୍ର ଜଗତରେ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ପ୍ରାପ୍ତ ଟିଟିଲାଗଡ ମାଟିର ଅନ୍ୟତମ ଗୌରବ ଜିତେନ୍ଦ୍ର ମିଶ୍ର। ତାଙ୍କ ପ୍ରଯୋଜନାରେ ନିର୍ମିତ ‘ହ୍ୟୁମେନ ଓକ’ ମର୍ଯ୍ୟାଦାଜନକ ୨୩ତମ ଅଲିମ୍ପିଆ ଶିଶୁ ଓ ଯୁବ ଫିଲ୍ମୋତ୍ସବ, ଗ୍ରୀସରେ ପ୍ରଦର୍ଶିତ ହେବାକୁ ଆନୁଷ୍ଠାନିକ ଭାବରେ ଚୟନ