ଆଧୁନିକ ପ୍ରକ୍ରୀୟା କରଣରେ କୋବିଚାରା ଉତ୍ପାଦନ ଓ ବ୍ରୋକଲି କୋବି ଚାଷ ପ୍ରଦର୍ଶନ

ବାଙ୍କୀ : ବାଙ୍କୀ ଉପଖଣ୍ଡର ଉଭୟ ବାଙ୍କୀ ଓ ଡମପଡା ବ୍ଲକର ଶତାଧିକ ଗ୍ରାମରେ ୮୦ଭାଗ ଲୋକ ଧାନ,ବିରି,ମୁଗ,ଆଖୁ ଚାଷ ସହ ସବୁଜ ପନିପରିବା ଚାଷ କରିବାରେ ରାଜ୍ୟରେ ଆଗୁଆ। ରାଜ୍ୟର ବିଭିନ୍ନ ହାଟବଜାରରେ ବାଙ୍କୀ ଚାଷର ସଜପନିପରିବାର ନାଁ ଅଛି। ଏହି ପରିପ୍ରେକ୍ଷୀରେ ପାଥପୁର ପଞ୍ଚାୟତ ଅଞ୍ଚଳର

ଭାରତ ଆଜି ଆୟୋଜନ କରୁଛି ସାଙ୍ଘାଇ ସହଯୋଗ

ନୂଆଦିଲ୍ଲୀ : ଭାରତ ଆଜି ସାଙ୍ଘାଇ ସହଯୋଗ ସଙ୍ଗଠନ ପରିଷଦ ସଦସ୍ୟ ରାଷ୍ଟ୍ରମୁଖ୍ୟମାନଙ୍କର ବୈଠକ ଆୟୋଜନ କରୁଛି। ଭର୍ଚୁଆଲ୍‍ ମାଧ୍ୟମରେ ଆୟୋଜିତ ହେଉଥିବା ଏହି ବୈଠକରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଅଧ୍ୟକ୍ଷତା କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ

କୋହଲିଙ୍କ ୨୫୦ ଦିନିକିଆ ମ୍ୟାଚ୍‌: ୨୨୦୦୦ ଆନ୍ତର୍ଜାତିକ ରନ୍‌

ସିଡ୍‌ନୀ : ୯ମ ଭାରତୀୟ କ୍ରିକେଟର ଭାବେ ୨୫୦ ଦିନିକିଆ ମ୍ୟାଚ୍‌ ଖେଳିବାର କୃତିତ୍ବ ହାସଲ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆ କୋହଲିଙ୍କ ୨୫୦ତମ ଦିନିକିଆ ମ୍ୟାଚ୍‌ ଥିଲା। ୪୬୩ ଦିନିକିଆ ମ୍ୟାଚ୍‌ ସହ ସଚିନ୍ ତେନ୍ଦୁଲକର କେବଳ ଭାରତୀୟ

୧୫ ଡିଗ୍ରୀ ତଳେ ୧୧ଟି ସହରର ତାପମାତ୍ରା ; ସୋନପୁର ସର୍ବନିମ୍ନ ୯ ଡ଼ିଗ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥଣ୍ଡାର ପ୍ରକୋପ ଆରମ୍ଭ ହୋଇସାରିଛି। ଏହାସହ ବହୁ ସ୍ଥାନରେ ଥଣ୍ଡାର ଅଧିକ ପ୍ରଭାବ ରହିଛି। ପ୍ରାୟ ୧୧ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ବୋଲି ସୋମବାର ଜଣାପଡିଛି। ୯ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ

କରୋନାରେ ଚାଲିଗଲେ ବିଧାୟିକା କିରଣ ମାହେଶ୍ୱରୀ : ବିଭିନ୍ନ ମହଲରେ ଶୋକ

ଜୟପୁର : କରୋନା ମହାମାରୀରେ ଚାଲିଗଲା ଆଉ ଜଣେ ରାଜନେତାଙ୍କ ଜୀବନ। ଜୀବନ ଯୁଦ୍ଧରେ ହାରିଗଲେ ବିଜେପି ବିଧାୟିକା କିରଣ ମାହେଶ୍ୱରୀ। ରାଜସ୍ଥାନର ରାଜସମନ୍ଦର ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ରବିବାର ରାତିରେ ପରଲୋକ ହୋଇଯାଇଛି। ନିକଟରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

ଆସନ୍ତାକାଲିଠାରୁ ଏସ୍‌ସିବିରେ ପାଠପଢ଼ା, ୭ରେ ପରୀକ୍ଷା

କଟକ : ଜାତୀୟ ମେଡିକାଲ କମିସନ(ଏନ୍‍ଏମ୍‍ସି)ଙ୍କ ନିର୍ଦେଶକ୍ରମେ ପହିଲାରୁ ରାଜ୍ୟର ମେଡିକାଲ କଲେଜଗୁଡିକରେ ଶିକ୍ଷାଦାନ ଆରମ୍ଭ ହେବ। ୧ରୁ ଶିକ୍ଷାଦାନ ହେବାକୁ ଥିବାବେଳେ ୭ତାରିଖରୁ ଏମ୍‌ବିବିଏସ୍‌ ପ୍ରଥମବର୍ଷ ପରୀକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ

‘ପରୀ’କୁ ନ୍ୟାୟ ପାଇଁ ଏବେ ଦିଲ୍ଲୀରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ : ନୟାଗଡର କୁନି ଝିଅ ‘ପରୀ’କୁ ନ୍ୟାୟ ପ୍ରଦାନ ମାମଲା ଏବେ କିଲ୍ଲୀରେ ପହଞ୍ଚିଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର ଏହି ଘଟଣା ନେଇ ସୋମବାର ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଦାବି ପତ୍ରରେ ମୁଖ୍ୟତଃ ୨

୧୦ ଟଙ୍କାର ନିର୍ମାଲ୍ୟ ୪୯୯ରେ ବିକ୍ରି : ଆମାଜନ୍‌ ବିରୋଧରେ ଥାନାରେ ଏତଲା

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ଅନ୍‌ଲାଇନରେ ବିକ୍ରି କରୁଛି ଆମାଜନ୍‌। ଯେଉଁ ନିର୍ମାଲ୍ୟ ପୁଡିଆ ପୁରୀରେ ୧୦ଟଙ୍କାରେ ବିକ୍ରି ହେଉଛି ଆମାଜନ୍‌ ତାହାକୁ ୪୯୯ଟଙ୍କାରେ ବିକୁଛି। ୱେବସାଇଟ୍‌ରେ ତାହା ପୁରୀ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ

ଆତ୍ମଘାତୀ ବିସ୍ଫୋରଣରେ ୩୪ ମୃତ

କାବୁଲ : ଆଫଗାନିସ୍ତାନର ଦୁଇଟି ସ୍ଥାନରେ ରବିବାର ଦୁଇଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟି ୩୪ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ବିସ୍ଫୋରଣଟି ପୂର୍ବାଞ୍ଚଳ ଗଜନି ପ୍ରଦେଶରେ ହୋଇଥିବାବେଳେ ଦ୍ବିତୀୟ ବିସ୍ଫୋରଣଟି ଦକ୍ଷିଣାଞ୍ଚଳରେ ହୋଇଛି। ଗଜନି ପ୍ରଦେଶରେ ଏକ ସେନା ଶିବିରକୁ ନିଶାଣ କରି

ବନ୍ଦ ହେବ ତାଳଚେର ଥର୍ମାଲ ପ୍ଲାଣ୍ଟ !

ତାଳଚେର : ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଲାଣ୍ଟ (ଟିଟିପିଏସ)ର ପରିବେଶ ମଞ୍ଜୁରୀ ଅବଧି ଡିସେମ୍ବର ୩୧ରୁ ଶେଷ ହେଉଥିବାରୁ ଏହି ବିଦ୍ୟୁତ ପ୍ରକଳ୍ପ ଉକ୍ତ ଦିନ ମଧ୍ୟ ରାତ୍ରୀରୁ ବନ୍ଦ ହୋଇଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ବିଦ୍ୟୁତ ପ୍ରକଳ୍ପ ବନ୍ଦ ହୋଇଗଲେ ରାଜ୍ୟରେ