ବାଲେଶ୍ୱରରେ ବାହାରିଲା କରୋନା ସଚେତନତା ରଥ
ବାଲେଶ୍ବର : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ୟ୍ୟଳୟ ବାଲେଶ୍ବର ପକ୍ଷରୁ “କରୋନା ସମୟରେ ଉପଯୁକ୍ତ ବ୍ୟବହାର” ଶୀର୍ଷକ ସଚେତନତା ରଥର ଶୁଭାରମ୍ଭ!-->…