ରଗଡି ମହିମାମଣି ପୀଠରେ ନାଗାର୍ଜୁନ ବେଶ ଅନୁଷ୍ଠିତ
ବାଙ୍କୀ: ମହିମାମଣିଙ୍କ ନାଗାର୍ଜୁନ ବେଶ ଆଜି ପ୍ରତ୍ୟୁଷରୁ ଆରମ୍ଭ ହୋଇଯାଇଛି। ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡି ଗ୍ରାମରେ ପୂଜା ପାଇ ଆସୁଥିବା ରାଜପ୍ରତିଷ୍ଠିତ ଦିଅଁ ମହିମାମଣି ଦେବଙ୍କ ନାଗାର୍ଜୁନ ବେଶ ସମସ୍ତ ନୀତିକାନ୍ତି ସହକାରେ ଆରମ୍ଭ ହୋଇଛି। ଏହି ଦୁର୍ଲଭ ବେଶ ଦେଖିବାକୁ ବହୁ!-->…