କଟକ ପୁରୀ ବସ ଷ୍ଟାଣ୍ଡରେ ଜଳିଗଲା ବସ ; କାରଣ ଅସ୍ପଷ୍ଟ
କଟକ : କଟକ ବାଦାମବାଡିର ଅଞ୍ଚଳରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଗୁରୁବାର ଅଗ୍ନିକାଣ୍ଡରେ ଏକ ବସ ଜଳିଯାଇଛି। ଉକ୍ତ ବସଟି ପାର୍କିଙ୍ଗରେ ଥିବା ସମୟରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଏକ ବସକୁ ବ୍ୟାପି ଥିଲା। ମାତ୍ର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ!-->…