ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ୱର ୧୬ରୁ ଡିସେମ୍ୱର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ
କଟକ: ଏକ ନିର୍ଭୁଲ ଓ ସଠିକ ପଂଟୋ ଭୋଟର ତାଲିକା ପ୍ରସ୍ତୁତ କରିବା ଭାରତର ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ । ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଅତିରିକ୍ତ ଜ଼ିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି ଅନୁରୋଧ କରିଚ୍ଥନ୍ତି । କଟକ ଭୋଟର ତାଲିକା!-->…