ବିଜେପି ବିଧାୟକ ବିଜୟ ସିହ୍ନା ବିହାର ବିଧାନସଭାର ନୂଆ ବାଚସ୍ପତି
ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ଏନଡିଏ ଜିତିଛି। ଗୃହରେ ଉତ୍ତେଜନା ମଧ୍ୟରେ ବୁଧବାର ଦିନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏନଡିଏ ପ୍ରାର୍ଥୀ ବିଜୟ ସିହ୍ନା ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଏ ନେଇ ମହାମେଣ୍ଟର ବିଧାୟକମାନେ ନିର୍ବାଚନ ପ୍ରକ୍ରିୟାରେ!-->…