କୋଭିଡ୍ ସତ୍ୱେ କୁମ୍ଭମେଳା କରାଯିବ: ଉତରାଖଣ୍ଡ ମୁଖମନ୍ତ୍ରୀ
ଉତରାଖଣ୍ଡ: ଉତରାଖଣ୍ଡ ମୁଖମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି, କରୋନା ମହାମାରୀ ପାଇଁ ବିଭିନ୍ନ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ୁଥିଲେ ମଧ୍ୟ ହରିହ୍ୱାରରେ କୁମ୍ଭମେଳା ହେବ । ଆସନ୍ତା ଜାନୁଆରି ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା । ତେବେ ମେଳାର ପ୍ରସ୍ତୁତି!-->…