ଆଜି ଶେଷ ହେଉଛି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ, ଆଉ ମାତ୍ର ଦୁଇ ଦିନ ପରେ ଚତୁର୍ଦ୍ଧାବିଗ୍ରହଙ୍କ ନାଗାର୍ଜୁନ ବେଶ
ପୁରୀ: ଆଜି କାର୍ତ୍ତିକ ମାସ ଦଶମୀ ତିଥି । ଆଜି ଭୋର ୫ଟାରୁ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି କରାଯାଇଛି। ଶେଷ ହେଉଛି ପ୍ରାୟ ୧ ମାସ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧା ଦାମୋଦର ବେଶ। ଏହା ସହ ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି। ପଞ୍ଚୁକର ପାଞ୍ଚ!-->…