ଶୀତଦିନେ ଖାଆନ୍ତୁ ବାଦାମ
-ଲୌହ ତତ୍ତ୍ବ ଥିବା ବାଦାମ ଖାଇଲେ ଶରୀରରେ ଲାଲ ରକ୍ତକୋଷିକା ବୃଦ୍ଧି ପାଏ। ବିଶେଷଜ୍ଞଙ୍କ ମତରେ ଲାଲ କୋଷିବା ବଢ଼ିବା ଦ୍ବାରା ଶରୀରର ହାଡ଼ ଶକ୍ତ ହୁଏ। ବୟସ୍କ ପିଢ଼ି ଅଳ୍ପ ପରିମାଣର ଭଜା ବାଦାମ ନଚେତ୍ ବାଦାମ ଚଟଣି ଦ୍ବିପହର ଭୋଜନରେ ଖାଇବାର ଅଭ୍ୟାସ କରିବା ସ୍ବାସ୍ଥ୍ୟ ପାଇଁ!-->…