ଫନ୍ଦି କରି ଝିଅକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଲା ମା’, କୋର୍ଟ ଦେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦିଲ୍ଲୀର ଜଣେ ଝିଅକୁ ତାଙ୍କ ମା’ ବଳପୂର୍ବକ ନିଶା ନିବାରଣ କେନ୍ଦ୍ର (Drug Rehabilitation Centre) କୁ ୨୨ ଦିନ ପଠାଇ ଦେଇଥିଲେ। ଝିଅ ଅଲଗା ଧର୍ମର ବିବାହିତ ପୁଅ ସହିତ ସମ୍ପର୍କ ରଖୁଥିବାରୁ ଏହାକୁ ନାପସନ୍ଦ କରିଥିଲେ ମହିଳା ଜଣଙ୍କ। ତେଣୁ ସେ ଫନ୍ଦି କରି ତାଙ୍କ ଝିଅକୁ!-->…