ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା
କୋରାପୁଟ : ଦୀର୍ଘ ଆଠଦିନର ରାସ୍ତାରୋକ ହଟାଯିବା ପରେ ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ହୋଇଥିବା ବେଳେ ଏହି ବିବାଦ କ୍ରମଶଃ ପ୍ରଶମିତ ହେଉଥିବା ଜଣାଯାଇଛି। ସମ୍ବାଇ ପଞ୍ଚାୟତ ସୀମାରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ଘଟଣାର ସମୀକ୍ଷା କରିଛନ୍ତି ଦକ୍ଷିଣାଂଚଳ ରାଜସ୍ୱ!-->…