ନଭେମ୍ବରରୁ ଦିଲ୍ଲୀରେ ଅସହ୍ୟ ଜାଡ଼, ଭାଙ୍ଗିଲା ୧୦ ବର୍ଷର ରେକର୍ଡ
ନୂଆଦିଲ୍ଲୀ: ଏବେଠାରୁ ହିଁ ଦିଲ୍ଲୀରେ ଅସହ୍ୟ ଜାଡ଼ ଅନୁଭୁତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ନଭେମ୍ବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟର!-->…