ପୁଣି ଲେଉଟିଲେ ହାତୀ ପଲ, ଭାଙ୍ଗିଲେ ଘର
ଚମ୍ପୁଆ : ଦୀର୍ଘଦିନ ବ୍ୟବଧାନରେ ଚମ୍ପୁଆ ସେକ୍ସନକୁ ହାତୀ ପଲ ପ୍ରବେଶ କରିବା ସହ ବନବିଭାଗକୁ ନାକେଦମ କରିସାରିଲେଣି। ହାତୀ ପଲକୁ ଘଉଡାଇବାକୁ ବନବିଭାଗ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ହାତୀ ପଲ ବାରମ୍ଵାର ଚମ୍ପୁଆ ସେକ୍ସନକୁ ପ୍ରବେଶ ଫଳରେ ଚାଷୀ ତଥା ଜଙ୍ଗଲ ନିକଟସ୍ଥ ଗ୍ରାମରେ ଭୟର ଆଶଙ୍କା!-->…