ଦିଲ୍ଲୀରେ ଏଣିକି ମାସ୍କ ନ ପିନ୍ଧିଲେ ୨ହଜାର ଟଙ୍କା ଜରିମାନା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ ହେଉଛି କରୋନା ସ୍ଥିତି । କରୋନାର ଦ୍ବିତୀୟ ଲହର ଏବେ ଦିଲ୍ଲୀରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତି ଘଣ୍ଟାରେ ଦିଲ୍ଲୀରେ କରୋନାରେ ୪ରୁ ଅଧିକ ଜୀବନ ଯାଉଛି। ଗତ କିଛି ଦିନ ହେବ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ଶହେ ପାଖାପାଖି ରହୁଛି।!-->…