ଚତୁର୍ଥ ପାଳିରେ ନୀତିଶ
ବିହାର ରାଜନୀତିରେ 'ସୁଶାସନ କୁମାର’ ଭାବେ ପରିଚିତ ନୀତିଶ କୁମାର କ୍ରମାଗତ ଚତୁର୍ଥ ଥର ପାଇଁ ବିଜେପିର ସହଯୋଗରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ଡୋରି ସମ୍ବାଳିଛନ୍ତି । ତେବେ ଏଥର ଶାସନ ପାଳି ପୂର୍ବପରି ପ୍ରତିପ୍ରତି ପୂର୍ଣ୍ଣ ହେବ ନାହିଁ ବୋଲି ଆଶଙ୍କା କରାଯାଏ । ଉଲ୍ଲେଖଯୋଗ୍ୟ ଯେ,!-->…