ରାଜ୍ୟରେ ବିଜେପିର ୬ ପାର୍ଟି ଅଫିସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା
ଭୁବନେଶ୍ବର: ରାଜ୍ୟର ମଙ୍ଗଳବାର ବିଜେପିର ଆଉ ୬ଟି ପାର୍ଟି ଅଫିସ ଉଦଘାଟନ ହୋଇଛି। ବରଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢ଼େଙ୍କାନାଳରେ ଆଦି ଜିଲାରେ ପାର୍ଟି ଅଫିସ ଖୋଲାଯାଇଛି। ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜେପିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ!-->…