ମାନସିକ ଅନଗ୍ରସର ବିଦ୍ୟାର୍ଥିଙ୍କୁ ଟିଏଲଏମ୍ କିଟ୍ ବଣ୍ଟନ
ବାଙ୍କୀ : ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଥମରୁ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥିଙ୍କର ଶୈକ୍ଷିକ ପରିବେଷ ଓ ପଠନ ସାମଗ୍ରୀ ସହିତ ବୌଦ୍ଧିକ ଶିକ୍ଷାର ବିକାଶ ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେବା ସହ କାର୍ଯ୍ୟକାରୀ କରୁଛନ୍ତି। ସେହିପରି ଗ୍ରାମାଞ୍ଚଳରେ ଥିବା ଦିବ୍ୟାଙ୍ଗ!-->…