କାର୍ତ୍ତିକ ମାସ ସୋମବାର : ଜାଣନ୍ତୁ ଏହି ଶୈବ ପୀଠ ବିଷୟରେ
ସମୁଦ୍ର ମନ୍ଥନ ସମୟରେ ରତ୍ନ ସହ ବିଷ ମଧ୍ୟ ବାହାରିଥିଲା। ଏହି ବିଷ ହେତୁ ସମସ୍ତ ଦେବଦେବୀ ଓ ପ୍ରାଣୀ ଜଗତ ବ୍ୟାକୁଳ ହୋଇଉଠିଥିଲେ। ଏହି ସମୟରେ ପ୍ରଭୁ ମହାଦେବ ଏହି ବିଷକୁ ପାନ କରି ସଭିଁଙ୍କୁ ଉଦ୍ଧାର କରିଥିଲେ। ସେହି ବିଷ ପାନ କରିବା ଦ୍ୱାରା ଭୋଳାନାଥଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା।!-->…