ପ୍ରମୁଖ ଖବର ରାଜ୍ୟରେ କରୋନାରେ ଗଲା ୧୬ ଜୀବନ Nyayabati Live Nov 9, 2020 0 ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୪୧ରେ ପହଞ୍ଚି ଯାଇଛି।
ପ୍ରମୁଖ ଖବର ଆଉ ୧୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩ Nyayabati Live Nov 9, 2020 0 ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ ହଜାର ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୫୧୧ ଆକ୍ରାନ୍ତ ଚିହ୍ନଟ!-->…
ରାଜ୍ୟ ଏସସି-ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ପରିବର୍ତନ ଏବେ ନୁହେଁ : ମୁଖ୍ୟମନ୍ତ୍ରୀ Nyayabati Live Nov 8, 2020 0 ଭୁବନେଶ୍ୱର: ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ । ଏସସି/ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ରିଜୋଲୁ୍ୟସନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ!-->…
ସମ୍ପାଦକୀୟ ବିହାରରେ କିଏ Nyayabati Live Nov 8, 2020 0 ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଛି । ମୋଟ୍ ୨୪୩ଟି ଆସନ ଲାଗି ଭୋଟ ଦାନ ସମାପ୍ତ ହୋଇଥିଲା ବେଳେ ପ୍ରାର୍ଥୀ ଓ ଦଳ ତଥା ମେଂଟର ରାଜନୈତିକର ଭବିଷ୍ୟତ ଇଭିଏମ୍ ଭିତରେ ବନ୍ଦ ହୋଇଛି । ଚୂଡାନ୍ତ ଫଳାଫଳ ୧୦ ତାରିଖରେ ମତଗଣନା ସହ ପ୍ରକାଶ ପାଇବ ତେବେ ମତଦାନ ସମାପ୍ତ ହେବା ସହିତ ଶନିବାର!-->…
ପ୍ରମୁଖ ଖବର ଭର୍ଚୁଆଲ୍ ଶୁଣାଣିର ଅନଧିକୃତ ଭାବେ ଭିଡିଓ ଲିଙ୍କ ବାହାରକୁ ଦେବା ନେଇ ତାଗିଦ କଲେ ସୁପ୍ରିମକୋର୍ଟ Nyayabati Live Nov 8, 2020 0 ଅନଧିକୃତ ଭାବେ ବା ବିନା ଅନୁମତିରେ ଭର୍ଚୁଆଲ୍ କୋର୍ଟ ଶୁଣାଣିର ଭିଡିଓ କନଫରେନ୍ସ ଲିଙ୍କ ଅନ୍ୟକୁ ଦେବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ତାଲିକାଭୁକ୍ତ ଆଇନଜୀବୀମାନଙ୍କୁ ତାଗିଦ କରିଛନ୍ତି। ଏହାର ପ୍ରତିକୂଳ ପରିଣାମ ସମ୍ପର୍କରେ ତାଲିକାଭୁକ୍ତ ଆଇନଜୀବୀ ଏବଂ ବ୍ୟକ୍ତିଗତ ଆବେଦନକାରୀଙ୍କୁ!-->…
ପ୍ରମୁଖ ଖବର ହ୍ବାଟସ୍ ଆପ ଲଞ୍ଚ କଲା ହ୍ବାଟସ୍ ଆପ୍- ପେ, ଜାଣନ୍ତୁ ଏହାର ବ୍ୟବହାର …. Nyayabati Live Nov 8, 2020 0 ନୂଆଦିଲ୍ଲୀ: ହ୍ବାଟସ୍ ଆପ୍ ପେମେଣ୍ଟ ଫିଚର ଭାରତରେ ହ୍ବାଟସ୍ ଆପ୍ ଦ୍ୱାରା ଲଞ୍ଚ କରାଯାଇଛି। ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ଟଙ୍କା ପଠାଇବା ଏବଂ ଗ୍ରହଣ କରିବା ପାଇଁ ହ୍ବାଟସ୍ ଆପରେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଅନେକ ଲୋକ ହ୍ବାଟସ୍ ଆପ୍ ପେ ମଧ୍ୟ ଆରମ୍ଭ କରିଛନ୍ତି,!-->…
ପ୍ରମୁଖ ଖବର ବିମୁଦ୍ରିକରଣକୁ ପୁରିଲା ୪ ବର୍ଷ, ଏବେ କେଉଁଠି ଦେଶର ଅର୍ଥନୀତି Nyayabati Live Nov 8, 2020 0 ଚାରି ବର୍ଷ ପୂର୍ବେ ଏହି ଦିନ ଅର୍ଥାତ ୨୦୧୬ ମସିହା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମରେ ୫୦୦ ଓ ୧୦୦୦ ଟଙ୍କା ମୂଲ୍ୟର ନୋଟ୍ ମଧ୍ୟରାତ୍ରି ସୁଦ୍ଧା ଅବୈଧ ହୋଇଯିବା ନେଇ ଘୋଷଣା କରିଥିଲେ। ଦେଶରେ କଳା ଟଙ୍କା କାରବାର ବନ୍ଦ କରିବା ଲକ୍ଷ୍ୟରେ ଏହି ଘୋଷଣା ହେବା!-->…
ପ୍ରମୁଖ ଖବର ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ରଚିଲେ ଇତିହାସ Nyayabati Live Nov 8, 2020 0 ୱାଶିଂଟନ୍: ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍। ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି କମଲା ହାରିସ୍। ଖାଲି ପ୍ରଥମ ମହିଳା ଉପରାଷ୍ଟ୍ରପତି ନୁହେଁ, ପ୍ରଥମ ଆଙ୍ଗଲୋ ଆମେରିକାନ୍ ମହିଳା ଏବଂ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ଆମେରିକାର ଦ୍ୱିତୀୟ!-->…
ଅପରାଧ ୬୧କିଲୋ ଗଞ୍ଜେଇ ଜବତ, ୩ ଅଟକ Nyayabati Live Nov 8, 2020 0 ରସଗୋବିନ୍ଦପୁର: ମୟୁରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ପୁଲିସ ଦ୍ୱାରା ୬୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ଜଡିତ ଥିବା ୩ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଯାଇ ତଦନ୍ତ ଚଳାଇଛି ପୁଲିସ। ଅଟକ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ହେଲେ ରୁପ୍ସା ଥାନା ଜାମୁନିଆ ଗାଁର ଚତୃଭୂଜ ବିଶ୍ୱାଳଙ୍କ!-->…
ପ୍ରମୁଖ ଖବର ଜୋ ବାଇଡେନ, କମଲା ହାରିସଙ୍କୁ ଶଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ Nyayabati Live Nov 8, 2020 0 ନୂଆଦିଲ୍ଲୀ: ଡେମୋକ୍ରାଟ୍ ରାଷ୍ଟ୍ରପତି ପ୍ରାର୍ଥୀ ୭୭ ବର୍ଷ ବୟସ୍କ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆହୁରି!-->…