ଦନ୍ତାହାତୀର ମୃତଦେହ ଠାବ
କଟକ : କଟକ ଜିଲା ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଜଳରେ ପୁଣି ଆଉ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ଶନିବାର ଜଣାପଡ଼ିଛି। ରାଜବଲ୍ଲଭପୁର ରିଜର୍ଭ ବନ ଘୁମାଘାସୁଆ ପାହାଡ ନିକଟରେ ହାତୀଟିର ମୃତଦେହ ପଡ଼ିରହିଛି। ୨ ଦିନ ହେବ ମୃତଦେହ ପଡ଼ି ରହିଥିଲେ ମଧ୍ୟ ବନ ବିଭାଗ ନିକଟରେ ଏନେଇ କୌଣସି!-->…