ପିଏନ୍ବି ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍; ୨ ଲୁଟେରା ଗିରଫ
ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏଥିରେ ସଂପୃକ୍ତ ୨ ଜଣ ଲୁଟେରା ସମରଜିତ୍ ସିଂହ ଓ ଜାଫର ସାଦ୍ଦିକ୍ ଧରା ପଡ଼ିଛନ୍ତି। ଭାଇଜାଗରେ ଆଉ ଏକ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ!-->…