ସିବିଆଇ ପାଇଁ ଦ୍ବାର ବନ୍ଦ କଲା କେରଳ
ଥିରୁବନନ୍ତପୁରମ୍: ରାଜ୍ୟ ସୀମା ମଧ୍ୟରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ଦିଆଯାଇଥିବା ସହମତି ପ୍ରତ୍ୟାହାର କରିବାକୁ କେରଳ ସରକାର (କେରଳ) ନିଷ୍ପତ୍ତି ନେଇଛନ୍ତି। ସେଠାରେ ଏଣିକି ସିବିଆଇକୁ କୌଣସି ମାମଲା ପଞ୍ଜିକରଣ କରିବା ପୂର୍ବରୁ ଅନୁସନ୍ଧାନକାରୀ!-->…